ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଶରୀରର ସେହି କୋମଳ ଭାଗ ଯେଉଁଠି ଆଘାତ ଲାଗିଲେ ମଣିଷକୁ ଅଧିକ ଯନ୍ତ୍ରଣା ହୁଏ ବା ସେ ମରିଯାଇପାରେ
ଉଦାହରଣ : ହୃଦୟ, କପାଳ ଆଦି ମର୍ମସ୍ଥଳ
ସମକକ୍ଷ : ମର୍ମସ୍ଥାନ
ଅର୍ଥ : ଶରୀରର ଯେଉଁସ୍ଥାନ ବା ଭାଗରେ ଆଘାତ ଲାଗିଲେ ଅତ୍ୟଧିକ ପୀଡ଼ା ହୋଇଥାଏ
ଉଦାହରଣ : ଶରୀରରେ ହୃଦୟ,କପାଳଆଦି ହେଉଛି ମର୍ମସ୍ଥଳ
ସମକକ୍ଷ : ମରମ, ମର୍ମ
ଅନ୍ୟ ଭାଷାରେ ଅନୁବାଦ :हिन्दी English
शरीर का वह स्थान या भाग जहाँ आघात पहुँचने से अत्यधिक पीड़ा होती है।
A place of especial vulnerability.
ସଂସ୍ଥାପନ କରନ୍ତୁ