ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ତୁଳସୀ ଭଳି ଏକ ପ୍ରକାରର ସୁଗନ୍ଧିତ ପତ୍ରଯୁକ୍ତ ଜଙ୍ଗଲି ଗଛ
ଉଦାହରଣ : ସେ ମରୁଆକୁ ମୂଳରୁ ଉପାଡ଼ି ଦେଲା
ଅନ୍ୟ ଭାଷାରେ ଅନୁବାଦ :हिन्दी
तुलसी की तरह का सुगंधित पत्तियों वाला एक जंगली पौधा।
ଅର୍ଥ : ଯେଉଁ କାଠ ଖଣ୍ଡ ତନ୍ତର କରଘା ସହିତ ଲାଗିଥାଏ
ଉଦାହରଣ : ତନ୍ତୀ ମରୁଆ ମରାମତି କରୁଛି
वह लकड़ी का टुकड़ा जो जुलाहों के करघे में लगता है।
ଅର୍ଥ : ଦୋଳି ଉପରର ଏକ କାଠ ଯେଉଁଥିରେ ଝୁଲଣର ଦଉଡ଼ିଗୁଡ଼ିକ ବନ୍ଧା ହୋଇଥାଏ
ଉଦାହରଣ : ଦୋଳିର ମରୁଆ ମଜବୁତ ହେବା ଆବଶ୍ୟକ
हिंडोले में ऊपर की वह लकड़ी जिसमें झूले की रस्सियाँ बँधी रहती हैं।
ସଂସ୍ଥାପନ କରନ୍ତୁ