ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମଧୁରା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମଧୁରା   ବିଶେଷ୍ୟ

ଅର୍ଥ : ଏକ ପ୍ରକାର କନ୍ଦ

ଉଦାହରଣ : ମହାମେଦା ଦେଖିବାକୁ ଅଦାଭଳି ହୋଇଥାଏ

ସମକକ୍ଷ : ଦିବ୍ୟା, ପାଂଶୁରାଗିଣୀ, ମହାମେଦା

एक प्रकार का कंद।

महामेदा देखने में अदरक के समान होती है।
दिव्य, दिव्या, पांशुरागिनी, मधुरा, महामेद, महामेदा, वृक्षार्हा

ଅର୍ଥ : ଯେଉଁ ବୁଦାଳିଆ ଗଛର କନ୍ଦ ଅଦା ଭଳି ହୋଇଥାଏ

ଉଦାହରଣ : ମହାମେଦାର କନ୍ଦ ଔଷଧ ରୂପରେ ମଧ୍ୟ ବ୍ୟବହାର କରାଯାଏ

ସମକକ୍ଷ : ଦିବ୍ୟା, ପାଂଶୁରାଗିଣୀ, ମହାମେଦା

एक पौधा जिसका कंद अदरक के समान होता है।

महामेदा का कंद औषध के रूप में भी उपयोग होता है।
दिव्य, दिव्या, पांशुरागिनी, मधुरा, महामेद, महामेदा, वृक्षार्हा