ଅର୍ଥ : ଆପସରେ ମିଶୁନଥିବା ଦୁଇ ବା ଅଧିକ ବ୍ୟକ୍ତି ବା ପକ୍ଷଙ୍କ ମତ
ଉଦାହରଣ :
ନିଜ ନିଜ ମତଭେଦ ଯୋଗୁଁ ଏହି କାର୍ଯ୍ୟ ହୋଇପାରୁନାହିଁ
ସମକକ୍ଷ : ଅନୈକ୍ୟ, ମତଭିନ୍ନତା, ମତାନ୍ତର
ଅନ୍ୟ ଭାଷାରେ ଅନୁବାଦ :
वह अवस्था जिसमें दो या अधिक व्यक्तियों या पक्षों के मत आपस में नहीं मिलते हैं।
आपसी मतभेद के कारण यह कार्य नहीं हो सका।