ଅର୍ଥ : ଋଷିମାନଙ୍କଦ୍ୱାରା ଦିଆ ଯାଇଥିବା ଉପଦେଶ
							ଉଦାହରଣ : 
							ଶଙ୍କରାଚାର୍ଯ୍ୟଙ୍କ ଅଦୈତ୍ୟ ସିଦ୍ଧାନ୍ତକୁ ସମସ୍ତେ ଗ୍ରହଣ କରନ୍ତି ନାହିଁ
							
ସମକକ୍ଷ : ସିଦ୍ଧାନ୍ତ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ବିଷୟ ଉପରେ ଆଧାରିତ ନିଜସ୍ୱ ବିଚାର ବା ସମ୍ମତି
							ଉଦାହରଣ : 
							ସମସ୍ତଙ୍କ ମତରେ ଏହି କାମ ଠିକ୍ ହେଉଛି
							
ଅନ୍ୟ ଭାଷାରେ ଅନୁବାଦ :
A personal belief or judgment that is not founded on proof or certainty.
My opinion differs from yours.ଅର୍ଥ : କୌଣସି କଥାକୁ ଯେ ଧ୍ୟାନ ଦେଇନାହିଁ ତାକୁ ସେ ବିଷୟରେ ଜଣେଇବାପାଇଁ କହିଥିବା କଥା
							ଉଦାହରଣ : 
							ଏହି ବିଷୟ ଉପରେ ଆପଣ ବି ଆପଣଙ୍କ ଅଭିମତ ଦିଅନ୍ତୁ
							
ସମକକ୍ଷ : ଅଭିମତ, ପରାମର୍ଶ, ମତାମତ, ମନ୍ତବ୍ୟ, ସମ୍ମତି ଅସମ୍ମତି
ଅନ୍ୟ ଭାଷାରେ ଅନୁବାଦ :
A proposal offered for acceptance or rejection.
It was a suggestion we couldn't refuse.ଅର୍ଥ : ନିର୍ବାଚନ ଆଦି ସମୟରେ କୌଣସି ବ୍ୟକ୍ତି ସପକ୍ଷରେ ଦିଆଯାଉଥିବା ସମ୍ମତି
							ଉଦାହରଣ : 
							ଏଥର ନିର୍ବାଚନରେ ତାଙ୍କୁ ଗୋଟିଏ ବି ଭୋଟ ମିଳିବ ନାହିଁ
							
ସମକକ୍ଷ : ଭୋଟ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୁହାହୋଇଥିବା କଥା
							ଉଦାହରଣ : 
							ନିଜ ଗୁରୁଙ୍କ ବିଷୟରେ ତାଙ୍କର ମତ ଶୁଣି ଆମେ ସବୁ ବ୍ୟସ୍ତ ହୋଇଗଲୁ  ଆମର କଥା ମାନ
							
ଅନ୍ୟ ଭାଷାରେ ଅନୁବାଦ :