ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭୟାନକ ରସ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭୟାନକ ରସ   ବିଶେଷ୍ୟ

ଅର୍ଥ : ସାହିତ୍ୟର ନବରସ ମଧ୍ୟରୁ ଯେଉଁ ରସ ଅନିଷ୍ଟ କରୁଥିବା ଭୟଙ୍କର ଏବଂ ବିକଟ ଘଟଣାଗୁଡ଼ିକୁ ବା ତା ଆଶଙ୍କାରେ ମନରେ ହେଉଥିବା ଆତଙ୍କ ବା ଭୟରୁ ଉତ୍ପନ୍ନ ହୋଇଥାଏ

ଉଦାହରଣ : ଏହି କବିତାରେ ଭୟାନକ ରସ ରହିଛି

ସମକକ୍ଷ : ଭୟାନକ

साहित्य में नौ रसों में से एक जो अनिष्ट करनेवाली भयावनी और विकट घटनाओं या उनकी आशंका से मन में होनेवाले आतंक या भय से उत्पन्न होता है।

इस कविता में भयानक रस है।
भयानक, भयानक रस