ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭଡ଼ା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭଡ଼ା   ବିଶେଷ୍ୟ

ଅର୍ଥ : ଭରିବା ବା ରଖିବାର ପାରିଶ୍ରମିକ

ଉଦାହରଣ : ମୁଁ ଠିକାଦାର ନିକଟରେ ଭରିବାର ଭଡ଼ା ଦବାକୁ ଯାଉଛି

ସମକକ୍ଷ : ଠିକାମଜୁରି

धरने या रखने का पारिश्रमिक।

मैं ठेकेदार के पास धरवाई लेने जा रहा हूँ।
धरवाई, रखवाई

Something that remunerates.

Wages were paid by check.
He wasted his pay on drink.
They saved a quarter of all their earnings.
earnings, pay, remuneration, salary, wage

ଅର୍ଥ : କୌଣସି ଜିନିଷ କାମରେ ଲଗେଇବା ବଦଳରେ ତାର ମାଲିକକୁ ଯେଉଁ ଦାମ ଦିଆଯାଏ

ଉଦାହରଣ : ସେ ଏହି ଘରପାଇଁ ଏକ ହଜାର ଟଙ୍କା ଭଡ଼ା ନିଅନ୍ତି

ସମକକ୍ଷ : ମହାସୁଲ

वह दाम जो दूसरे की कोई वस्तु काम में लाने के बदले में उसके मालिक को दिया जाए।

वह इस घर का एक हजार रुपये किराया लेता है।
उजरत, कर्मण्या, किराया, भाट, भाटक, भाड़ा, महसूल, विधा, शुल्क, हाटक

A fixed charge for a privilege or for professional services.

fee

ଅର୍ଥ : କୌଣସି ବସ୍ତୁ, ଲୋକ ଆଦିଙ୍କୁ ଧାର ସୂତ୍ରରେ ନେବାର କ୍ରିୟା

ଉଦାହରଣ : ମୁଁ ରହିବା ଲାଗି ଗୋଟିଏ ଘର ଭଡ଼ାରେ ନେଲି

* किसी वस्तु, व्यक्ति आदि को किराए पर लेने की क्रिया।

मैंने रहने के लिए एक घर भाड़ा क्रय किया है।
इजारा, किराया, किराया खरीद, भाड़ा क्रय

The act of hiring something or someone.

He signed up for a week's car hire.
hire