ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭୋଜ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭୋଜ   ବିଶେଷ୍ୟ

ଅର୍ଥ : ସଂସ୍କୃତରେ ଜଣେ ବହୁତ ବଡ଼ କବିଥିବା ମାଳବର ଜଣେ ପ୍ରସିଦ୍ଧ ପରମାର ରାଜା

ଉଦାହରଣ : ଭୋଜ ରାଜା କବିମାନଙ୍କର ବହୁତ ସମ୍ମାନ କରୁଥିଲେ

ସମକକ୍ଷ : ଭୋଜ ରାଜ, ଭୋଜ ରାଜା

मालवा के एक प्रसिद्ध परमार राजा जो संस्कृत के बहुत बड़े कवि थे।

राजा भोज कवियों की बहुत इज्जत करते थे।
भोज, भोज राजा, राजा भोज

A prince or king in India.

raja, rajah

ଅର୍ଥ : ବସୁଦେବଙ୍କର ଜଣେ ପୁତ୍ର

ଉଦାହରଣ : ଭୋଜଙ୍କର ବର୍ଣ୍ଣନା ପୁରାଣରୁ ମିଳେ

वसुदेव के एक पुत्र।

भोज का वर्णन पुराणों में मिलता है।
भोज

An imaginary being of myth or fable.

mythical being

ଅର୍ଥ : ଯଅ ଏବଂ ଭାଙ୍ଗରୁ ତିଆରି ହେଉଥିବା ଏକ ପ୍ରକାରର ମଦ

ଉଦାହରଣ : ସେ ଭୋଜ ପିଉଛି

ज्वार और भाँग से बननेवाली एक प्रकार की शराब।

वह भोज पी रहा है।
भोज

ଅର୍ଥ : କୃଷ୍ଣଙ୍କର ଜଣେ ବାଲ୍ୟ ସଖା

ଉଦାହରଣ : ଭୋଜଙ୍କର ବର୍ଣ୍ଣନା ପୁରାଣରୁ ମିଳେ

कृष्ण के एक बाल सखा।

भोज का वर्णन पुराणों में मिलता है।
भोज

An imaginary being of myth or fable.

mythical being