ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭେଦୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭେଦୀ   ବିଶେଷ୍ୟ

ଅର୍ଥ : ଭେଦ ବା ଭିତରି ରହସ୍ୟ ଜଣିବାଲୋକ

ଉଦାହରଣ : ଭେଦୁଆ ପୂରା ରହସ୍ୟ ଖୋଲିଦେଲା

ସମକକ୍ଷ : ଗୁପ୍ତଚର, ଭେଦୁଆ

भेद या भीतरी रहस्य जाननेवाला।

भेदिये ने पूरे रहस्य का खुलासा किया।
भेदिया, भेदी, भेदू, राजदान, राजदार, राज़दान, राज़दार

An officer of a corporation or others who have access to private information about the corporation's operations.

insider

ଭେଦୀ   ବିଶେଷଣ

ଅର୍ଥ : ଯେ ତରଳ ପଦାର୍ଥ ତଥା ଗ୍ୟାସକୁ ନିଜ ଭିତର ଦେଇ ଯିବାକୁ ଦିଏ

ଉଦାହରଣ : ବେଙ୍ଗର ତ୍ୱଚା ପାରଗମ୍ୟ ହୋଇଥାଏ

ସମକକ୍ଷ : ପାରଗମ୍ୟ, ଭେଦକାରୀ

जो द्रव तथा गैस को अपने में से होकर जाने दे।

मेढ़क की त्वचा पारगम्य होती है।
पारगम्य

Allowing fluids or gases to pass or diffuse through.

Permeable membranes.
Rock that is permeable by water.
permeable