ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭୂ-ଦେବୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭୂ-ଦେବୀ   ବିଶେଷ୍ୟ

ଅର୍ଥ : ହିନ୍ଦୁ ଧର୍ମଗ୍ରନ୍ଥରେ ବର୍ଣ୍ଣିତ ଜଣେ ଦେବୀ ଯେ ସମଗ୍ର ସଂସାରକୁ ଧାରଣ କରିଛନ୍ତି

ଉଦାହରଣ : ଧର୍ମଗ୍ରନ୍ଥରେ ପୃଥିବୀଙ୍କୁ ଭଗବାନ ବିଷ୍ଣୁଙ୍କ ପତ୍ନୀ ବୋଲି କୁହାଯାଇଛି

ସମକକ୍ଷ : ଅବନୀ, କ୍ଷିତି, ଧରଣୀ, ଧରା, ଧରିତ୍ରୀ, ପୃଥିବୀ, ପୃଥ୍ୱୀ, ବସୁଧା, ବସୁନ୍ଧରା

हिन्दू धर्म ग्रंथों में वर्णित एक देवी जो सारे संसार को धारण की हुई हैं।

धर्म ग्रंथों में पृथ्वी को भगवान विष्णु की पत्नी कहा गया है।
अचलकीला, अचला, अदिति, अपारा, अवनि, अवनी, उर्वि, क्षिति, खगवती, दैतेय मेदजा, दैत्यमेदजा, धरणि, धरणी, धरती, धरती माता, धरा, धरित्री, पृथ्वी, पृथ्वी माँ, प्रथी, बीजसू, भू, महि, मही, रत्नगर्भा, रेणुका, रेनुका, वसुंधरा, वसुधा, वसुन्धरा, विपुला, वैष्णवी, सुगंधिमाता, सुगन्धिमाता

A Hindu goddess who releases from sin or disease. Mother of the Adityas.

aditi