ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭୂର୍ଜପତ୍ର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭୂର୍ଜପତ୍ର   ବିଶେଷ୍ୟ

ଅର୍ଥ : ଆଗ କାଳରେ କିଛି ଲେଖିବା କାମରେ ଆସୁଥିବା ଏବଂ ପବିତ୍ର ବୋଲି ବିଚାର କରାଯାଉଥିବା ଏକ ବୃକ୍ଷର ବକ୍କଳ

ଉଦାହରଣ : ହିନ୍ଦୁମାନଙ୍କର ଅନେକ ଧର୍ମାନୁଷ୍ଠାନରେ ଭୂର୍ଜପତ୍ର ବ୍ୟବହାର ହୁଏ

एक वृक्ष की छाल जो पवित्र मानी जाती है और पुराने समय में कुछ लिखने के काम भी आती थी।

हिंदुओं के कई धर्मानुष्ठानों में भोजपत्र का उपयोग होता है।
पत्रपुष्पक, बहुत्वक्, बहुत्वच्, भुजपात, भोजपत्र, शिति, शिलि, शिवि, सित

ଅର୍ଥ : ହିମାଳୟରେ ମିଳୁଥିବା ଏକ ଗଛ ଯାହାର ବକ୍କଳ ଲେଖାଲେଖି ଆଦି କାମରେ ଆସେ

ଉଦାହରଣ : ପଣ୍ଡିତଜୀ ଭୂର୍ଜପତ୍ରର ବକ୍କଳଉପରେ ତାରକ ମନ୍ତ୍ର ଲେଖୁଛନ୍ତି

हिमालय में मिलनेवाला एक पेड़ जिसकी छाल लिखने आदि के काम में आती है।

पंडितजी भोजपत्र की छाल पर तारक मंत्र लिख रहे हैं।
पत्रपुष्पक, पद्मकी, बहुत्वक्, बहुत्वच्, भुजपात, भूतघ्न, भोज, भोजपत्र, युग्मपत्र, युग्मपर्ण, वल्क-द्रुम, विचित्रक, शिति, शिलि, श्वेता, सित

Any betulaceous tree or shrub of the genus Betula having a thin peeling bark.

birch, birch tree