ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭାଷାନ୍ତର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭାଷାନ୍ତର   ବିଶେଷ୍ୟ

ଅର୍ଥ : ଗୋଟିଏ ଭାଷାରେ ଲେଖା ହୋଇଥିବା ବିଷୟ ବା କୁହାଯାଉଥିବା କଥାକୁ ଅନ୍ୟ ଭାଷାରେ ଲେଖିବା ବା କହିବା କାର୍ଯ୍ୟ

ଉଦାହରଣ : ଅଧିକାଂଶ ଭାଷାରେ ରାମାୟଣର ଅନୁବାଦ ହୋଇଛି

ସମକକ୍ଷ : ଅନୁବାଦ

एक भाषा में लिखी हुई चीज़ या कही हुई बात को दूसरी भाषा में लिखने या कहने का कार्य।

उसने अनुवाद को अपना पेशा बनाया है।
अनुवाद, उल्था, तरज़ुमा, तरजुमा, तर्ज़ुमा, तर्जुमा, भाषांतर, भाषांतरण, भाषान्तर, भाषान्तरण

ଅର୍ଥ : ଅନୁବାଦିତ ରଚନା

ଉଦାହରଣ : ଏହି ଅନୁବାଦରେ ବହୁତ ଗୁଡ଼ିଏ ଭୁଲ ରହିଛି

ସମକକ୍ଷ : ଅନୁବାଦ, ଭାଷାଂତର

अनुवादित रचना।

इस अनुवाद में बहुत सारी गलतियाँ हैं।
अनुवाद, उल्था, तरज़ुमा, तरजुमा, तर्ज़ुमा, तर्जुमा, भाषांतर, भाषान्तर

A written communication in a second language having the same meaning as the written communication in a first language.

interlingual rendition, rendering, translation, version