ଅର୍ଥ : ଲୁଣମିଶା ଜଳ ଯାହା ସାବୁନ ସହିତ ମିଶି ଫେଣ ତିଆରି କରିପାରେ ନାହିଁ
ଉଦାହରଣ :
ଖରଜଳରେ ଲୁଗା ସଫାକରିବା କଷ୍ଟକର ହୋଇଥାଏ
ସମକକ୍ଷ : କଠୋର ଜଳ, ଖରଜଳ, ହାର୍ଡ଼ ୱାଟର୍
ଅନ୍ୟ ଭାଷାରେ ଅନୁବାଦ :
Water that contains mineral salts (as calcium and magnesium ions) that limit the formation of lather with soap.
hard water