ଅର୍ଥ : ପୁଞ୍ଜି ବଜାର ଆଦି ବିଶେଷକରି ପ୍ରତିଭୂତି ଏବଂ ପୁଞ୍ଚି ବିନିମୟ ଆଦିରେ ନିୟନ୍ତ୍ରଣ ରଖି ଏଥିସହିତ ସମ୍ବନ୍ଧିତ କାର୍ଯ୍ୟକୁ ଦେଖାରଖ କରୁଥିବା ଗୋଟିଏ ଭାରତୀୟ ପରିଷଦ
ଉଦାହରଣ :
ଶେୟାର ବଜାରରେ ମୂଲ୍ୟ ବଢିବାକୁ ଦେଖିକରି ସେବି ଦ୍ବାରା କିଛି କଠୋର ପଦକ୍ଷେପ ନିଆଗଲା
ସମକକ୍ଷ : ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ, ସେବି
ଅନ୍ୟ ଭାଷାରେ ଅନୁବାଦ :
एक भारतीय परिषद जो पूँजी बाजार आदि विशेषकर प्रतिभूति एवं पूँजी विनिमय आदि पर नियंत्रण रखती है या इनसे संबंधित कार्यों की देख-रेख करती है।
शेयर बाजार में बढ़ती तेजी को देखते हुए सेबी द्वारा कुछ कठोर कदम उठाए गए हैं।