ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ପୁରୁଷଙ୍କ ବାମ ଓ ସ୍ତ୍ରୀଙ୍କ ଡାହାଣପଟେ ଥିବା ଛୋଟ ମାଂସ ପିଣ୍ଡ
ଉଦାହରଣ : ଭାତୁଡ଼ିକୁ ଅଶୁଭ ବୋଲି ବିଶ୍ୱାସ କରାଯାଏ
ସମକକ୍ଷ : ଭାତୁଲି
ଅନ୍ୟ ଭାଷାରେ ଅନୁବାଦ :हिन्दी
पुरुष के बाँयी ओर तथा स्त्री के दाँयी ओर का मसा।
ଅର୍ଥ : ଗୋଟିଏ ପ୍ରକାର ଚର୍ମରୋଗ ଯେଉଁଥିରେ ଚମ ଉପରେ କଣ୍ଟା ଭଳି ବାହାରିପଡ଼େ
ଉଦାହରଣ : ତାର ସବୁ ବର୍ଷ ଶୀତଦିନରେ ଭାତୁଡ଼ି ବାହାରିପଡ଼େ
ସମକକ୍ଷ : ବ୍ରଣ
एक तरह का त्वचा रोग जिसमें त्वचा के ऊपर काँटे जैसे निकल आते हैं।
ଅର୍ଥ : ଶରୀରର କୌଣସି ସ୍ଥାନରେ ବାହାରୁଥିବା କଳା ବା ନାଲିରଙ୍ଗର ମାଂସଳ ଦାନା
ଉଦାହରଣ : ତା ପିଠିରେ ଗୋଟିଏ କଳା ଭାତୁଡ଼ି ଅଛି
ଅନ୍ୟ ଭାଷାରେ ଅନୁବାଦ :हिन्दी English
काले या लाल रंग का उभरा हुआ मांस का वह दाना जो शरीर पर कहीं-कहीं निकलता है।
(pathology) a firm abnormal elevated blemish on the skin. Caused by a virus.
ସଂସ୍ଥାପନ କରନ୍ତୁ