ଅର୍ଥ : ନିଶ୍ଚିତ ବା ସ୍ଥିର କରାଯାଇଥିବା ମୂଲ୍ୟରେ ଯେଉଁ ଜିନିଷ ବିକ୍ରି କରାଯାଏ
ଉଦାହରଣ :
ଆଜିକାଲି ଆଳୁ ଦର ବହୁତ ବିଢ଼ିଯାଇଛି
ଅନ୍ୟ ଭାଷାରେ ଅନୁବାଦ :
Amount of a charge or payment relative to some basis.
A 10-minute phone call at that rate would cost $5.ଅର୍ଥ : କୌଣସି ବସ୍ତୁ କିଣାବିକା ବେଳେ ତା’ ବଦଳରେ ଦିଆଯାଉଥିବା ଧନ
ଉଦାହରଣ :
ଏହି କାର୍ର ଦାମ୍ କେତେ ?
ସମକକ୍ଷ : ଦର, ଦାମ୍, ବାଣ, ମୂଲ୍, ମୂଲ୍ୟ
ଅନ୍ୟ ଭାଷାରେ ଅନୁବାଦ :
The property of having material worth (often indicated by the amount of money something would bring if sold).
The fluctuating monetary value of gold and silver.