ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭକ୍ତିଭାବ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭକ୍ତିଭାବ   ବିଶେଷ୍ୟ

ଅର୍ଥ : କୌଣସି ଜ୍ୟେଷ୍ଠବ୍ୟକ୍ତିଙ୍କ ପ୍ରତି ଥିବା ଶ୍ରଦ୍ଧା ବା ଆଦର ଭାବ

ଉଦାହରଣ : ଜ୍ଞାନପ୍ରାପ୍ତ ନିମନ୍ତେ ଗୁରୁଙ୍କ ପ୍ରତି ଭକ୍ତି କରିବା ଆବଶ୍ୟକ ବୋଲି ସନ୍ଥ, ମହାତ୍ମାମାନେ କହିଛନ୍ତି

ସମକକ୍ଷ : ଭକ୍ତି

किसी बड़े के प्रति होनेवाली श्रद्धा या आदर भाव।

संत,महात्माओं ने ज्ञान प्राप्त करने के लिए गुरु के प्रति भक्ति का होना आवश्यक बतलाया है।
भक्ति, भक्ति-भाव

A feeling of profound love and admiration.

adoration, worship