ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭଉଣୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭଉଣୀ   ବିଶେଷ୍ୟ

ଅର୍ଥ : ସ୍ତ୍ରୀଲୋକଙ୍କ ପାଇଁ ପ୍ରଯୁକ୍ତ ଏକ ସଂବୋଧନ

ଉଦାହରଣ : ଭଉଣୀ,ଏହା ଅପଣଙ୍କ ଜିନିଷ କି?

औरतों के लिए प्रयुक्त एक संबोधन।

बहनजी, यह आपका सामान है क्या?
बहन, बहनजी, बहिन

ଅର୍ଥ : କାହାରି ବିଚାର ଅନୁସାରେ ତାଙ୍କ ମା’ଙ୍କ ଝିଅ ବା ଖୁଡୀ, ମାଇଁ, ପିଉସୀଆଦିଙ୍କ ଝିଅ, ବା ଧର୍ମ, ସମାଜ, କାନୁନ୍‌ଆଦି ଆଧାରରେ ଯେଉଁମାନଙ୍କୁ ଭଉଣୀର ସ୍ୱୀକୃତି ମିଳିଛି

ଉଦାହରଣ : ମୋ କକାଝିଅ ଭଉଣୀ ବଡ଼ ମୃଦୁ ସ୍ୱଭାବର

ସମକକ୍ଷ : ଭଗିନୀ, ଭଗ୍ନୀ

किसी के विचार से उसकी माता की कन्या या चाची, मामी, फुआ आदि की लड़की या वह जिसे धर्म, समाज, कानून आदि के आधार पर बहन का दर्जा मिला हो।

मेरी चचेरी बहन बहुत ही मृदु स्वभाव की है।
बहन, बहना, बहिन, बहिनी, भगनी, भगिनी, स्वसा

A female person who has the same parents as another person.

My sister married a musician.
sis, sister