ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭଉଁରି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭଉଁରି   ବିଶେଷ୍ୟ

ଅର୍ଥ : ଜନ୍ତୁମାନଙ୍କ ଶରୀରର ଉପରଭାଗରେ ଯେଉଁ ସ୍ଥାନରେ ଲୋମଗୁଡ଼ିକ ଏକ କେନ୍ଦ୍ରବିନ୍ଦୁରେ ବିଶେଷଭାବେ ବୁଲିକରି ଥାଏ

ଉଦାହରଣ : ଭଉଁରି ଶୁଭ ଓ ଅଶୁଭର ପରିଚାୟକ

जंतुओं के शरीर के ऊपर का वह स्थान जहाँ के रोएँ या बाल एक केन्द्र पर विशेष प्रकार से घूमे हुए हों।

भौंरियाँ शुभ और अशुभ का परिचायक होती हैं।
अवरत, आवर्त, आवर्त्त, भँवरी, भंवरी, भौंरी, भ्रमरी

ଅର୍ଥ : ତରଳ ପଦାର୍ଥରୁ ତିଆରି ହୋଇଥିବା ପବନ ଭର୍ତ୍ତି ବୁନ୍ଦା

ଉଦାହରଣ : ମାନବ ଜୀବନ ପାଣିର ବୁଦ୍‌ବୁଦ୍‌ ଭଳି

ସମକକ୍ଷ : ପାଣିଫୋଟକା, ବୁଦ୍‌ବୁଦ୍‌

तरल पदार्थ में बननेवाली गोल आकार की हवा भरी बूँद।

बच्चे साबुन से बुलबुले बना रहे हैं।
अलूला, बबूला, बुदबुदा, बुलबुला, बुल्ला

A hollow globule of gas (e.g., air or carbon dioxide).

bubble