ଅର୍ଥ : ଜନ୍ତୁମାନଙ୍କ ଶରୀରର ଉପରଭାଗରେ ଯେଉଁ ସ୍ଥାନରେ ଲୋମଗୁଡ଼ିକ ଏକ କେନ୍ଦ୍ରବିନ୍ଦୁରେ ବିଶେଷଭାବେ ବୁଲିକରି ଥାଏ
ଉଦାହରଣ :
ଭଉଁରି ଶୁଭ ଓ ଅଶୁଭର ପରିଚାୟକ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ତରଳ ପଦାର୍ଥରୁ ତିଆରି ହୋଇଥିବା ପବନ ଭର୍ତ୍ତି ବୁନ୍ଦା
ଉଦାହରଣ :
ମାନବ ଜୀବନ ପାଣିର ବୁଦ୍ବୁଦ୍ ଭଳି
ସମକକ୍ଷ : ପାଣିଫୋଟକା, ବୁଦ୍ବୁଦ୍
ଅନ୍ୟ ଭାଷାରେ ଅନୁବାଦ :
A hollow globule of gas (e.g., air or carbon dioxide).
bubble