ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭଅଁର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭଅଁର   ବିଶେଷ୍ୟ

ଅର୍ଥ : କାଠ୍ଆଦିରେ କଣା କରିବା ନିମନ୍ତେ ଏକ ଉପକରଣ

ଉଦାହରଣ : ବଢ଼େଇ ଭଅଁରରେ କବାଟ ପଲ୍ଲାରେ କଣା କରୁଛି

लकड़ी, लोहे आदि में छेद करने का एक औज़ार।

बढ़ई बरमे से किवाड़ के पल्ले में छेद कर रहा है।
बरमा, बेधक

Hand tool for boring holes.

auger, gimlet, screw auger, wimble

ଅର୍ଥ : କଳା ରଙ୍ଗର ଏକ ପତଙ୍ଗ

ଉଦାହରଣ : ଫୁଲ ଉପରେ ଭଅଁର ବସିଛି ସୂରଦାସଙ୍କର ଭ୍ରମର ଗୀତରେ ଭଅଁରକୁ ମାଧ୍ୟମ କରାଯାଇଛି

ସମକକ୍ଷ : ଅଳି, ଭୃଙ୍ଗ, ଭ୍ରମର, ମଧୁକର, ମଧୁବ୍ରତ, ମଧୁଲିଟ

Robust hairy social bee of temperate regions.

bumblebee, humblebee