ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବଢ଼ି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବଢ଼ି   ବିଶେଷ୍ୟ

ଅର୍ଥ : ଅଧିକ ପାଣି ବର୍ଷିବା କାରଣରୁ ନଦୀ ବା ଗାଡ଼ିଆଆଦିର ଜଳ ନିଜର ସାଧାରଣ ସ୍ତର ବା ସୀମାଠାରୁ ବଢ଼ି ଏଣେ ତେଣେ ମାଡ଼ି ଯିବା କ୍ରିୟା

ଉଦାହରଣ : ଅତ୍ୟଧିକ ବର୍ଷା କାରଣରୁ ଅଧିକଂଶ ନଦୀରେ ବଢ଼ି ଆସିଯାଇଛି

ସମକକ୍ଷ : ଜଳ ପ୍ଳାବନ, ବନ୍ୟା

अधिक पानी बरसने के कारण नदी या तालाब आदि के जल का अपनी नियत या साधारण सीमा से बढ़कर इधर-उधर फैलने की क्रिया।

अत्यधिक वर्षा के कारण अधिकांश नदियों में बाढ़ आ गयी हैं।
अहिला, आहला, जल-प्लावन, प्लव, प्लावन, बाढ़, सैलाब

The rising of a body of water and its overflowing onto normally dry land.

Plains fertilized by annual inundations.
alluvion, deluge, flood, inundation