ଅର୍ଥ : ଯେଉଁ ସଂକ୍ରାମକ ରୋଗରେ ଶରୀରରେ ଫୋଟକା ବାହାରି ପଡ଼େ
ଉଦାହରଣ :
ମାର୍ଚ୍ଚ, ଏପ୍ରିଲ ମାସରେ ବସନ୍ତ ରୋଗର ଅଧିକ ପ୍ରକୋପ ରହିଥାଏ
ଅନ୍ୟ ଭାଷାରେ ଅନୁବାଦ :
A highly contagious viral disease characterized by fever and weakness and skin eruption with pustules that form scabs that slough off leaving scars.
smallpox, variola, variola major