ଅର୍ଥ : ଗର୍ବରେ ବହୁତ ବଢ଼ିକରି କୁହାଯାଉଥିବା କଥା
ଉଦାହରଣ :
ସେ ଦିନସାରା ନିଜର ବଡ଼ାଇ ଗପୁଥାଏ
ସମକକ୍ଷ : ଅହଂକାର, ଅହଙ୍କାର କଥା, ଆତ୍ମଶ୍ଳାଘା, ଗର୍ବ, ବଡ଼ାଇ, ବଡ଼ିମା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ନିଜ ସପକ୍ଷରେ ବଢ଼େଇତଢ଼େଇ କହିବା ପ୍ରକ୍ରିୟା
ଉଦାହରଣ :
ଅହଂବାଦରୁ ଦୂରେଇ ରୁହ
ଅନ୍ୟ ଭାଷାରେ ଅନୁବାଦ :
स्वयं के बारे में बढ़ा-चढ़ाकर बोलने की क्रिया।
डींग मारने से बचें।