ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବ୍ୟାନବାୟୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବ୍ୟାନବାୟୁ   ବିଶେଷ୍ୟ

ଅର୍ଥ : ଶରୀରରେ ଥିବା ପଞ୍ଚବାୟୁ ମଧ୍ୟରୁ ଯେଉଁଟିକୁ ସର୍ବଶରୀରବ୍ୟାପୀ ବୋଲି କୁହାଯାଇଛି

ଉଦାହରଣ : ବ୍ୟାନବାୟୁଦ୍ୱାରା ମୁଖ୍ୟତଃ ଶରୀରରେ ରସ ସଂଚାଳନ ହୁଏ ଏବଂ ଏହା ମଧ୍ୟ ସ୍ୱେଦ ଓ ରକ୍ତ ସ୍ରାବ କରେ

ସମକକ୍ଷ : ବ୍ୟାନ

शरीर में स्थित पंचवायु में से एक जिसे सर्वशरीर व्यापी बताया गया है।

व्यान वायु द्वारा मुख्य रूप से शरीर में रस के संवहन का कार्य किया जाता है तथा यह स्वेद और रुधिर का स्राव भी करता है।
व्यान, व्यान वायु, व्यानवायु