ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବ୍ୟାକୁଳ ହେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବ୍ୟାକୁଳ ହେବା   କ୍ରିୟାପଦ

ଅର୍ଥ : କୌଣସି ପଦାର୍ଥର ଅଭାବରେ ଦୁଃଖ ସହିବା

ଉଦାହରଣ : ଏହି ଅଞ୍ଚଳରେ ଅଧିକାଂଶ ଜନତା ମୌଳିକ ଆବଶ୍ୟକତା ପାଇଁ ବିକଳ ହେଉଛନ୍ତି

ସମକକ୍ଷ : ବିକଳ ହେବା

किसी पदार्थ को पाने की लगातार तीव्र इच्छा करना तथा उसके अभाव में दुख सहना।

इस मुल्क में अधिकांश जनता मूलभूत जरुरतों के लिए तरस रही है।
तरसना, हड़कना, हुड़कना

Desire strongly or persistently.

hanker, long, yearn

ଅର୍ଥ : ଅଶାନ୍ତ ହେବା

ଉଦାହରଣ : ଔଷଧ ଖାଇବା ପରେ ହୃଦୟ ବ୍ୟାକୁଳ ହେଉଛି

ସମକକ୍ଷ : ଅଶାନ୍ତ ହେବା

अशांत होना।

दवाई खाने के बाद से जी घबरा रहा है।
अकुलाना, उकताना, घबड़ाना, घबराना, बिकलाना, बेकलाना, बेचैन होना, व्याकुल होना

Disturb in mind or make uneasy or cause to be worried or alarmed.

She was rather perturbed by the news that her father was seriously ill.
cark, disorder, disquiet, distract, perturb, trouble, unhinge