ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କାହାକୁ ଆକ୍ଷେପ କରିବା ପାଇଁ କୁହା ଯାଉଥିବା ବ୍ୟଙ୍ଗପୂର୍ଣ୍ଣ କଥା
ଉଦାହରଣ : ସେ କଥା କଥାରେ କଟାକ୍ଷ କରୁଛି
ସମକକ୍ଷ : ଆକ୍ଷେପ, କଟାକ୍ଷ, ଛିଗୁଲି
ଅନ୍ୟ ଭାଷାରେ ଅନୁବାଦ :हिन्दी English
किसी को उसके द्वारा किए हुए अनुचित या अशोभनीय व्यवहार का उसे स्पष्ट किंतु कटु शब्दों में स्मरण कराकर लज्जित करने या किसी को दुखी करने के लिए कही जाने वाली कोई व्यंगपूर्ण बात।
An aggressive remark directed at a person like a missile and intended to have a telling effect.
ଅର୍ଥ : ପ୍ରତ୍ୟକ୍ଷରେ ନକହି ପରୋକ୍ଷରେ କୁହାଯାଉଥିବା ଉକ୍ତି ଅବା ଅଭିବ୍ୟକ୍ତି
ଉଦାହରଣ : ତାଙ୍କର ବ୍ୟଙ୍ଗୋକ୍ତି ଶୁଣି ମୋତେ ରାଗ ଆସିଲା
ସମକକ୍ଷ : ପ୍ରଚ୍ଛନ୍ନ ନିନ୍ଦା, ବକ୍ରୋକ୍ତି, ଶ୍ଳେଷବାକ୍ୟ
ଅନ୍ୟ ଭାଷାରେ ଅନୁବାଦ :हिन्दी
सीधे न कहकर अप्रत्यक्ष रूप से कही जानेवाली उक्ति या अभिव्यक्ति।
ସଂସ୍ଥାପନ କରନ୍ତୁ