ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବେୱା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବେୱା   ବିଶେଷ୍ୟ

ଅର୍ଥ : ଯେଉଁ ସ୍ତ୍ରୀର ସ୍ୱାମୀ ମରିଯାଇଥାଏ

ଉଦାହରଣ : ମେଜର ରଣବୀରଙ୍କ ମୃତ୍ୟୁପରେ ତାଙ୍କର ବିଧବା ପତ୍ନୀ ତାଙ୍କୁ ଦିଆଯାଇଥିବା ପରମବୀର ଚକ୍ର ସମ୍ମାନ ଗ୍ରହଣ କଲେ

ସମକକ୍ଷ : ବିଧବା, ରାଣ୍ଡ

वह स्त्री जिसका पति मर गया हो।

मेजर रणवीर को मरणोपरांत परमवीर चक्र से सम्मानित किया गया जिसे उनकी विधवा ने स्वीकार किया।
दुहागिन, बेवा, यति, राँड, राँड़, रांड, रांड़, विधवा

A woman whose husband is dead especially one who has not remarried.

widow, widow woman