ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବୁଦ୍ଧ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବୁଦ୍ଧ   ବିଶେଷ୍ୟ

ଅର୍ଥ : ବୌଦ୍ଧ ଧର୍ମର ପ୍ରବର୍ତ୍ତକ ଯାହାଙ୍କୁ ଭଗବାନଙ୍କ ଅବତାର ବୋଲି ବିଚାର କରାଯାଏ

ଉଦାହରଣ : ଗୌତମବୁଦ୍ଧଙ୍କ ପରିନିର୍ବାଣ ସ୍ଥଳୀ ହେଉଛି କୁଶୀନଗର

ସମକକ୍ଷ : ଗୌତମ, ଗୌତମବୁଦ୍ଧ, ତଥାଗତ, ବୁଦ୍ଧଦେବ


ଅନ୍ୟ ଭାଷାରେ ଅନୁବାଦ :

बौद्ध धर्म के प्रवर्तक जिन्हें विष्णु भगवान का अवतार माना जाता है।

कुशीनगर गौतम बुद्ध की परिनिर्वाण स्थली है।
करुण, गौतम, गौतम बुद्ध, तथागत, दम, धर्मकाय, धर्मकेतु, बुद्ध, बुद्धदेव, भगवान बुद्ध, महाश्रमण, विश्वंतर, विश्वन्तर, विश्वबोध, वीतराग, सरल, सिद्धार्थ