ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିଷାଦଗ୍ରସ୍ତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିଷାଦଗ୍ରସ୍ତ   ବିଶେଷଣ

ଅର୍ଥ : ଯାହାକୁ ଦୁଃଖ ବା କଷ୍ଟ ହୋଇଛି

ଉଦାହରଣ : ଦୁଃଖୀ ମଣିଷ ହିଁ ଅନ୍ୟର ଦୁଃଖକୁ ଅନୁଭବ କରିପାରେ

ସମକକ୍ଷ : ଆର୍ତ୍ତ, ଦୁଃଖିତ, ଦୁଃଖୀ, ପୀଡ଼ିତ, ବିଷର୍ଣ୍ଣ


ଅନ୍ୟ ଭାଷାରେ ଅନୁବାଦ :

Afflicted with or marked by anxious uneasiness or trouble or grief.

Too upset to say anything.
Spent many disquieted moments.
Distressed about her son's leaving home.
Lapsed into disturbed sleep.
Worried parents.
A worried frown.
One last worried check of the sleeping children.
disquieted, distressed, disturbed, upset, worried