ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯାହାର ପ୍ରଭାବ ବିଷ ପରି
ଉଦାହରଣ : ତାଙ୍କ ମୃତ୍ୟୁ ବିଷାକ୍ତ ଔଷଧ ସେବନଦ୍ୱାରା ହୋଇଥିଲା
ସମକକ୍ଷ : ଜହରୀ
ଅନ୍ୟ ଭାଷାରେ ଅନୁବାଦ :हिन्दी English
जिसका असर जहर की तरह हो।
Having the qualities or effects of a poison.
ଅର୍ଥ : ଯେଉଁଥିରେ ବିଷ ଅଛି (ଜୀବ)
ଉଦାହରଣ : ଗୋଖର ସାପ ଦଂଶିବାରୁ କୃଷକର ମୃତ୍ୟୁ ହୋଇଗଲା
ସମକକ୍ଷ : ଗୋଖର, ବିଷଧର, ବିଷଯୁକ୍ତ
ଅନ୍ୟ ଭାଷାରେ ଅନୁବାଦ :हिन्दी
जिसमें विष हो (जीव)।
ଅର୍ଥ : ବିଷରେ ବୁଡ଼ା ହୋଇଥିବା
ଉଦାହରଣ : ଶିକାରୀ ବିଷାକ୍ତ ବାଣରେ ଶିକାରକୁ ଧରାଶାୟୀ କରିଦେଲା
ସମକକ୍ଷ : ଜହରିଆ, ବିଷଯୁକ୍ତ
विष में बुझाया हुआ।
ଅର୍ଥ : ଯାହା ବିଷରେ ପରିପୂର୍ଣ୍ଣ
ଉଦାହରଣ : ବିଷାକ୍ତ ଖାଦ୍ୟଖାଇ ଚାରିଜଣ ଲୋକଙ୍କର ମୃତ୍ୟୁ ହେଲା
ସମକକ୍ଷ : ବିଷମୟ, ବିଷଯୁକ୍ତ
जो विष से भरा हो।
ସଂସ୍ଥାପନ କରନ୍ତୁ