ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିଲ୍ବ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିଲ୍ବ   ବିଶେଷ୍ୟ

ଅର୍ଥ : କଣ୍ଟା ବୃକ୍ଷରେ ମିଳୁଥିବା ଏକପ୍ରକାର ଗୋଲ ବଡ ଫଳ ଯାହାର ଶସ ଅଠାଳିଆ ହୋଇଥାଏ

ଉଦାହରଣ : ବେଲପଣା ପେଟପାଇଁ ସର୍ବୋତମ

ସମକକ୍ଷ : ବେଲ, ଶ୍ରୀଫଳ

कँटीले वृक्ष से प्राप्त एक प्रकार का गोल बड़ा फल जिसका गूदा लसदार होता है।

बेल का शर्बत पेट के लिए बहुत अच्छा होता है।
ताल, बेल, शांडिल्य, शाण्डिल्य, श्रीफल

ଅର୍ଥ : ଯେଉଁ କଣ୍ଟାଳିଆ ଗଛର ଫଳର ଚୋପା ବହୁତ ଟାଣ ଏବଂ ଚିକ୍କଣ ହୋଇଥାଏ

ଉଦାହରଣ : ବେଲପତ୍ର ତ୍ରିପତ୍ରକ, ସଂଯୁକ୍ତ ଏବଂ ସାମାନ୍ୟ ଗନ୍ଧଯୁକ୍ତ ହୋଇଥାଏ

ସମକକ୍ଷ : ବେଲ

A tall perennial woody plant having a main trunk and branches forming a distinct elevated crown. Includes both gymnosperms and angiosperms.

tree