ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିଲେଇ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିଲେଇ   ବିଶେଷ୍ୟ

ଅର୍ଥ : ବାଘ, ଚିତାବାଘଆଦି ଜାତିର କିନ୍ତୁ ସେମାନଙ୍କଠୁଁ ଛୋଟ ଏକ ପଶୁ ଯାହାକୁ ପ୍ରାୟ ଘରେ ପାଳନ କରାଯାଇଥାଏ

ଉଦାହରଣ : ବିଲେଇ ଦୌଡ଼ିଯାଇ ମୂଷାକୁ ଧରି ପକେଇଲା

ସମକକ୍ଷ : ପୁଷି, ବିରାଡ଼ି, ବିଡ଼ାଳ, ମାର୍ଜାର

शेर, चीते आदि की जाति का परंतु उनसे छोटा एक पशु जो प्रायः घरों में रहता है और पाला जाता है।

बिल्ली ने दौड़कर चूहे को पकड़ लिया।
त्रिशंकु, नकतंचर, नक्तञ्चर, पूतिका, बिड़ालिका, बिलाई, बिलारी, बिलैया, बिल्ली, मँजार, मार्जारी, मार्जारीय, मार्जालीय, मेनाद, विराल, विषदंत, विषदंश, विषदन्त, वृषाहार, व्याघ्रमुख, शाला-वृक, शालावृक, ह्रीकु

ଅର୍ଥ : ଲୁହାରେ ତିଆରି ଅଙ୍କୁଶର ଲେନ୍ଥା ଯାହାଦ୍ୱାରା କୂଅରେ ପଡ଼ିଯାଇଥିବା ବାସନ ଆଦି ବାହାର କରାଯାଏ

ଉଦାହରଣ : ରାମୁକକା କୂଅରେ ପଡ଼ିଯାଇଥିବା ବାଲ୍‌ଟିକୁ କୂଅକଣ୍ଟାରେ ବାହାର କରୁଛନ୍ତି

ସମକକ୍ଷ : କୂଅକଣ୍ଟା

लोहे की अंकुड़ियों का वह गुच्छा जिससे कुएँ में गिरे हुए बरतन आदि निकालते हैं।

रामू काका कुएँ में गिरी हुई बाल्टी को काँटे से निकाल रहे हैं।
काँटा, कांटा

A hinged pair of curved iron bars. Used to raise heavy objects.

crampon, crampoon

ଅର୍ଥ : ମାଈ ବିଲାଇ

ଉଦାହରଣ : ବିଲାଇ ନିଜ ପିଲାଙ୍କୁ ଦୁଧ ପିଆଉଛି

ସମକକ୍ଷ : ବିରାଡି, ବିଲାଇ, ମାର୍ଜାରୀ

मादा बिल्ली।

बिल्ली अपने बच्चों को दूध पिला रही है।
बिलाई, बिलारी, बिलैया, बिल्ली, मार्जारी

Female cat.

queen, tabby