ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିରାମ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିରାମ   ବିଶେଷ୍ୟ

ଅର୍ଥ : ଛନ୍ଦ ଶାସ୍ତ୍ର ଅନୁସାରେ କବିତା ବା ପଦ୍ୟର ପାଦରେ ଥିବା ସେହି ସ୍ଥାନ ଯେଉଁଠି ପଢିବା ସମୟରେ ଏହାର ଲୟ ଠିକ ରଖିବା ପାଇଁ ସାମାନ୍ୟ ବିଶ୍ରାମ ଥାଏ

ଉଦାହରଣ : କବିତା ପଢିବା ସମୟରେ ବିରାମ ଉପରେ ଧ୍ୟାନ ଦେବା ଜରୁରୀ

ସମକକ୍ଷ : ବିରତି, ବିଶ୍ରାମ

छन्द शास्त्र के अनुसार कविता या पद्य के चरणों में वह स्थान जहाँ पढ़ते समय उनकी लय ठीक रखने के लिए थोड़ा-सा विश्राम होता है।

कविता पढ़ते समय विराम पर अवश्य ध्यान दें।
यति, विच्छेद, विरति, विराम, विश्राम