ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିଭୀଷିକା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିଭୀଷିକା   ବିଶେଷ୍ୟ

ଅର୍ଥ : ଭୀଷଣ ବା ଭୟାନକ ହେବାର ଅବସ୍ଥା

ଉଦାହରଣ : ଗ୍ରାମବାସୀ ପ୍ଲେଗର ବିଭୀଷିକାରେ ଡରିଯାଇଥିଲେ

ସମକକ୍ଷ : ଉଗ୍ରତା, ଭୀଷଣତା, ଭୟଙ୍କରତା, ଭୟାନକତା

भीषण या भयानक होने की अवस्था या भाव।

ग्रामवासी प्लेग की भीषणता से डरे हुए थे।
उग्रता, प्रचंडता, प्रचण्डता, भयंकरता, भयानकता, भीषणता, रुद्रता, रुद्रत्व, रौद्रता, रौद्रत्व, विकरालता, विभीषिका

A quality of extreme unpleasantness.

awfulness, dreadfulness, horridness, terribleness