ଅର୍ଥ : ମକଦ୍ଦମା ଶୁଣି ନିର୍ଣ୍ଣୟ କରି ନ୍ୟାୟ ଦେଉଥିବା ନ୍ୟାୟାଳୟର ବିଚାରକ
ଉଦାହରଣ :
ସଚ୍ଚା ଓ ସାଧୁ ବ୍ୟକ୍ତି ହିଁ ଜଣେ କୁଶଳୀ ବିଚାରକ ହୋଇପାରନ୍ତି
ସମକକ୍ଷ : ଜଜ୍, ନ୍ୟାୟକର୍ତ୍ତା, ନ୍ୟାୟାଧୀଶ, ବିଚାରପତି
ଅନ୍ୟ ଭାଷାରେ ଅନୁବାଦ :
न्यायालय का वह उच्च अधिकारी जो मुक़दमों को सुनकर कानून के अनुसार निर्णय करता या न्याय देता है।
एक ईमानदार और सच्चा व्यक्ति ही एक कुशल न्यायाधीश हो सकता है।