ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିଚରଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିଚରଣ   ବିଶେଷ୍ୟ

ଅର୍ଥ : ବିଶେଷ କରି କୌଣସି ସାର୍ବଜନିକ ସ୍ଥାନରେ ଆରାମରେ ବା ଧୀରେଧୀରେ ବୁଲିବା କ୍ରିୟା

ଉଦାହରଣ : ସେ ବଗିଚାରେ ବିଚରଣ କରୁଛି

ସମକକ୍ଷ : ଧୀର ଗତିରେ ବୁଲିବା

आराम से या धीरे-धीरे टहलने की क्रिया विशेषकर किसी सार्वजनिक स्थान में।

वह बाग़ में विहरण कर रहा है।
सुबह-सुबह बाग़ में विहरने का आनंद ही कुछ और होता है।
मंथर टहलाव, विहरण, विहरना

A leisurely walk (usually in some public place).

amble, perambulation, promenade, saunter, stroll

ଅର୍ଥ : ଚଲାବୁଲା କରିବାର ପ୍ରକ୍ରିୟା

ଉଦାହରଣ : ରାମ ଏଣେତେଣେ ଚାଲବୁଲ କରୁଥିଲା

ସମକକ୍ଷ : ଚଲାବୁଲା, ଚାଲବୁଲ, ଭ୍ରମଣ

घूमने-फिरने की क्रिया।

आपको प्रतिदिन घूमने-फिरने के लिए भी थोड़ा समय निकालना चाहिए।
अटन, घूमना-फिरना, भ्रमण, भ्रमणी, विचरण, विचरन

An aimless amble on a winding course.

meander, ramble