ଅର୍ଥ : ନିଜର ଉଦ୍ଗମ ସ୍ଥାନରୁ ପ୍ରକଟ ହେବା
ଉଦାହରଣ :
ଗଂଙ୍ଗା ଗଂଙ୍ଗୋତ୍ରୀରୁ ବାହାରିଛି
ସମକକ୍ଷ : ନିର୍ଗମ ହେବା, ପ୍ରାଦୂର୍ଭୂତ ହେବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଦାନା ବା ଘାଆ ରୂପରେ ଶରୀରରେ ଉତ୍ପନ୍ନ ହେବା
ଉଦାହରଣ :
ଗରମ ଦିନରେ ଶୁଭମ ଦେହରେ ଘିମିରି ଉଠେ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଅକ୍ଳେଶରେ ଉଚ୍ଚାରିତ ହେବା
ଉଦାହରଣ :
ଗୁଳି ବାଜିବାକ୍ଷଣି ଗାନ୍ଧିଜୀଙ୍କ ମୁହଁରୁ ହେ ରାମ ବାହାରିଲା ସାପକୁ ଦେଖି ପିଲାଟି ମୁହଁରୁ ଚିତ୍କାର ବାହାରିଲା
ଅନ୍ୟ ଭାଷାରେ ଅନୁବାଦ :
अनायास उच्चरित होना।
गोली लगते ही गाँधीजी के मुख से हे राम निकला।ଅର୍ଥ : ପ୍ରଚଳିତ ବା ଲାଗୁହେବା
ଉଦାହରଣ :
ଏଠି ପ୍ରତିଦିନ ନୂଆନୂଆ ଫେସନ୍ର ପୋଷାକ ବାହାରୁଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ରସ ବାହାରିବା
ଉଦାହରଣ :
ତା ଘାଆରୁ ରକ୍ତମିଶା ପାଣି ଝରୁଛି
ସମକକ୍ଷ : ଗଳିବା, ଝରିବା, ସ୍ରାବ ହେବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ପୁସ୍ତକଆଦି ଛପା ହୋଇ ଆସିବା
ଉଦାହରଣ :
ତାଙ୍କର ଏକ ନୂଆ କବିତା ପୁସ୍ତକ ପ୍ରକାଶିତ ହୋଇଛି
ସମକକ୍ଷ : ପ୍ରକାଶିତ ହେବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଅନବରତ ରସ ସ୍ୱରୂପ ବାହାରିବା
ଉଦାହରଣ :
ତାଙ୍କର ବଥରୁ ପୂଜ ବୋହୁଛି
ସମକକ୍ଷ : ବୋହିବା
ଅନ୍ୟ ଭାଷାରେ ଅନୁବାଦ :