ଅର୍ଥ : ବାସ୍ତୁ ବା ଘର, ମହଲ ଆଦି ତିଆରି କରିବା କଳା
ଉଦାହରଣ :
ଆଗ୍ରା ତାଜମହଲର ବାସ୍ତୁକଳା ଦେଖିଲେ ହିଁ ଜାଣିହୁଏ
ସମକକ୍ଷ : ନିର୍ମାଣକଳା, ବାସ୍ତୁକଳା, ସ୍ଥାପତ୍ୟକଳା
ଅନ୍ୟ ଭାଷାରେ ଅନୁବାଦ :
वास्तु या मकान,महल आदि बनाने की कला।
आगरे के ताजमहल की वास्तुकला देखते ही बनती है।The discipline dealing with the principles of design and construction and ornamentation of fine buildings.
Architecture and eloquence are mixed arts whose end is sometimes beauty and sometimes use.