ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବାସକରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବାସକରିବା   କ୍ରିୟାପଦ

ଅର୍ଥ : କୌଣସି ସ୍ଥାନରେ ସ୍ଥାୟୀ ରୂପରେ ବାସ କରିବା

ଉଦାହରଣ : ତାଙ୍କ ଭାଇ ଆମେରିକାରେ ରହନ୍ତି

ସମକକ୍ଷ : ରହିବା

स्थायी रूप से कहीं निवास करना।

मेरा देवर अमेरिका में ही बस गया।
निवास करना, बसना, रहना

Take up residence and become established.

The immigrants settled in the Midwest.
locate, settle

ଅର୍ଥ : କାହାରି ଘରେ ଦୀର୍ଘସମୟ ଧରି ରହିବା

ଉଦାହରଣ : ସେ ଏଠାରେ କେତେମାସହେଲା ରହୁଛି

ସମକକ୍ଷ : ଅବସ୍ଥାନକରିବା, ରହିବା

किसी के घर लम्बे समय तक रहना।

कई महीने से वह यहीं बसा है।
डेरा डालना, बसना

Dwell.

You can stay with me while you are in town.
Stay a bit longer--the day is still young.
abide, bide, stay

ଅର୍ଥ : (ଜୀବନଯାପନ କରିବାପାଇଁ) ନିବାସ କରିବା

ଉଦାହରଣ : ଏଇ ଶ୍ରମିକମାନେ ନିକଟସ୍ଥ କୁଡ଼ିଆରେ ରହୁଛନ୍ତି

ସମକକ୍ଷ : ବସବାସକରିବା, ରହିବା

(जीवनयापन करने के लिए) निवास करना।

ये मज़दूर पास की झोपड़ियों में रहते हैं।
निवास करना, रहना