ଅର୍ଥ : ଜୀବଜନ୍ତୁଙ୍କ ଚମଡ଼ାର ଉପରେ ବାହାରି ଥିବା ସୂତା ଭଳି ବହୁତ ପତଲା ଓ ଲମ୍ବା ବସ୍ତୁ
ଉଦାହରଣ :
ମାଙ୍କଡ଼ର ସାରା ଶରୀରରେ ବାଳ ଥାଏ
ସମକକ୍ଷ :
ଲୋମ
ଅନ୍ୟ ଭାଷାରେ ଅନୁବାଦ :
सूत की तरह की वह पतली लम्बी वस्तु जो जन्तुओं के चमड़े के ऊपर निकली रहती है।
बंदर के लगभग पूरे शरीर पर बाल पाये जाते हैं।
चूल,
बाल,
वृजिन