ଅର୍ଥ : ଆସାମର ଏକ ଜିଲ୍ଲା
ଉଦାହରଣ :
ବାରପେଟା ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟ ବାରପେଟା ସହରରେ ଅବସ୍ଥିତ
ସମକକ୍ଷ : ବାରପେଟା ଜିଲ୍ଲା
ଅର୍ଥ : ଆସାମର ଏକ ସହର
ଉଦାହରଣ :
ବାରପେଟା ସହରରେ ପ୍ରଦର୍ଶନକାରୀମାନଙ୍କୁ ଘଉଡ଼ାଇବାପାଇଁ ପୋଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଲା
ସମକକ୍ଷ : ବାରପେଟା ସହର