ଅର୍ଥ : ସାଂସାରିକତାରୁ ଅଲଗାରହି ଧାର୍ମିକ ଜୀବନ ବିତାଉଥିବା ପୁରୁଷ
ଉଦାହରଣ :
ସାଧୁର ଜୀବନ ପରୋପକାରରେ ହିଁ ବିତିଥାଏ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ସନ୍ୟାସ ଆଶ୍ରମରେ ରହୁଥିବା ତଥା ତାଙ୍କର ନିୟମ ପାଳନ କରୁଥିବା ବ୍ୟକ୍ତି
ଉଦାହରଣ :
ଚିତ୍ରକୂଟରେ ଜଣେ ବଡ଼ ସନ୍ୟାସୀଙ୍କ ସହିତ ମୋର ସାକ୍ଷାତ ହେଲା
ସମକକ୍ଷ : ବ୍ରହ୍ମଚାରୀ, ସନ୍ୟାସୀ
ଅନ୍ୟ ଭାଷାରେ ଅନୁବାଦ :