ଅର୍ଥ : ସମୂହରୁ ଜିନିଷଗୁଡ଼ିକୁ ଅଲଗା କରିବା
ଉଦାହରଣ :
ସେ ଟୋକେଇରୁ ଭଲ ଆମ୍ବ ବାଛୁଛି
ସମକକ୍ଷ : ଅଲଗା କରିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଅନାବଶ୍ୟକ ରୂପରେ ନିଜର ଯୋଗ୍ୟତା ଦେଖାଇବା
ଉଦାହରଣ :
ଆମେ ତୁମକୁ ଜାଣୁ, ବେଶି ବାଛନାହିଁ ସେ ବହୁତ ବାଛେ
ଅନ୍ୟ ଭାଷାରେ ଅନୁବାଦ :
अनावश्यक रूप से अपनी योग्यता दिखाना।
हम तुम्हें जानते हैं, ज्यादा मत छाँटो।ଅର୍ଥ : କିଛି ଲୋକଙ୍କ ଭିତରୁ କାହାରିକୁ ଆପଣାର ପ୍ରତିନିଧି କରିବା
ଉଦାହରଣ :
କଂଗ୍ରେସ ଲୋକମାନେ ସୋନିଆ ଗାନ୍ଧିଙ୍କୁ କଂଗ୍ରେସର ଅଧ୍ୟକ୍ଷ ରୂପେ ବାଛିଲେ
ସମକକ୍ଷ : ନିର୍ବାଚିତ କରିବା
ଅନ୍ୟ ଭାଷାରେ ଅନୁବାଦ :
कुछ लोगों में से किसी को अपना प्रतिनिधि बनाना।
काँग्रेसियों ने सोनिया गाँधी को काँग्रेस अध्यक्ष चुना।ଅର୍ଥ : ଅଲଗା ବା ପୃଥକ କରିବା
ଉଦାହରଣ :
ସୀତା ଚାଉଳରେ ମିଶି ଯାଇଥିବା ଡାଲିକୁ ଅଲଗା କରୁଛି ସେ ବଡ଼ ବଡ଼ ମାଛ ଅଲଗା କରୁଛି
ସମକକ୍ଷ : ଅଲଗା କରିବା, ବାହାର କରିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଗଛଗୁଡ଼ିକର ଚାରିପଟୁ ଘାସ ବାହାର କରିବା ଯାହାଦ୍ୱାରା ଗଛଗୁଡ଼ିକ ଠିକଭାବେ ବଢ଼ିପାରିବ
ଉଦାହରଣ :
ଚାଷୀମାନେ ତାଙ୍କ ବିଲ ବାଛୁଛନ୍ତି
ସମକକ୍ଷ : ଘାସ ବାଛିବା, ଘାସ ସଫାକରିବା
ଅନ୍ୟ ଭାଷାରେ ଅନୁବାଦ :
पौधों के आस-पास की घास निकालना जिससे पौधों की बाढ़ ठीक तरह से हो।
किसान अपने खेतों को निरा रहे हैं।ଅର୍ଥ : ଅନେକ ବସ୍ତୁ ମଧ୍ୟରୁ କିଛି ମନ ପସନ୍ଦ ବସ୍ତୁ ଅଲଗା କରିବା
ଉଦାହରଣ :
ଲୁଗା ଦୋକାନରେ ନିଜ ପାଇଁ ମୁଁ ଦଶଟି ଶାଢ଼ୀ ବାଛିଲି
ସମକକ୍ଷ : ଚୟନ କରିବା, ପସନ୍ଦ କରିବା
ଅନ୍ୟ ଭାଷାରେ ଅନୁବାଦ :
बहुत सी वस्तुओं में से कुछ मनपसंद वस्तुएँ अलग करना।
कपड़े की दुकान से अपने लिए मैंने दस साड़ियाँ चुनी।ଅର୍ଥ : ସଜାଇକରି ବା କ୍ରମାନୁସାରେ ଠିକଭାବେ ରଖିବା
ଉଦାହରଣ :
ରାଜମିସ୍ତ୍ରୀ କାନ୍ଥର ଇଟା ଅଲଗାକରି ରଖୁଛି
ସମକକ୍ଷ : ଅଲଗାକରି ରଖିବା, ନିର୍ବାଚନ କରିବା
ଅନ୍ୟ ଭାଷାରେ ଅନୁବାଦ :