ଅର୍ଥ : ଯେଉଁ ଗ୍ରନ୍ଥିର ସ୍ରାବ ବିଶେଷ ନଳିକାମାନଙ୍କ ଦ୍ବାରା ବାହାରକୁ ବାହାରି କାର୍ଯ୍ୟସ୍ଥଳ ନିକଟକୁ ଯାଏ
ଉଦାହରଣ :
ଅଗ୍ନ୍ୟାଶୟ ରସ ବହିଃସ୍ରାବୀ ଗ୍ରନ୍ଥିରେ ବାହାରେ
ସମକକ୍ଷ : ବହିଃସ୍ରାବୀ ଗ୍ରନ୍ଥି
ଅନ୍ୟ ଭାଷାରେ ଅନୁବାଦ :
वह ग्रंथि जिसका स्राव विशेष नलिकाओं से बाहर निकलकर कार्य-स्थल के पास जाता है।
अग्न्याशय रस बहिःस्रावी ग्रंथि से निकलता है।