ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବଳା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବଳା   ବିଶେଷ୍ୟ

ଅର୍ଥ : ହାତୀଦାନ୍ତ ଉପରେ ବସାଯାଉଥିବା ଧାତୁର ଏକ ପୋଲା ଖୋଳ

ଉଦାହରଣ : କେତେକ ଲୋକ ହାତୀଦାନ୍ତରେ ବଳା ବସାନ୍ତି


ଅନ୍ୟ ଭାଷାରେ ଅନୁବାଦ :

हाथी के दाँत पर चढ़ाने का धातु का पोला खोल।

कुछ लोग हाथी के दाँतों पर खुमी चढ़वा देते हैं।
खुंभी, खुमी, खुम्भी

ଅର୍ଥ : କଡ଼ା ଆକାରର ଗହଣା

ଉଦାହରଣ : ବଳା ହାତରେ ପିନ୍ଧାଯାଏ


ଅନ୍ୟ ଭାଷାରେ ଅନୁବାଦ :

कड़े के आकार का गहना।

बेढ़ा हाथ में पहना जाता है।
बेढ़ा

ଅର୍ଥ : ଏକ ହସ୍ତାଭୂଷଣ

ଉଦାହରଣ : ମନୋରମା ବଳା ପିନ୍ଧିଛି


ଅନ୍ୟ ଭାଷାରେ ଅନୁବାଦ :

एक हस्ताभूषण।

मनोरमा झबिया पहनती है।
झबिया

ଅର୍ଥ : ଦକ୍ଷ ପ୍ରଜାପତିଙ୍କ ଜଣେ କନ୍ୟା

ଉଦାହରଣ : ବଳାଙ୍କ ବର୍ଣ୍ଣନା ପୁରାଣରେ ମିଳେ


ଅନ୍ୟ ଭାଷାରେ ଅନୁବାଦ :

दक्ष प्रजापति की एक कन्या।

बला का वर्णन पुराणों में मिलता है।
बला

An imaginary being of myth or fable.

mythical being

ଅର୍ଥ : ମଣ୍ଡଳାକାର ବସ୍ତୁ

ଉଦାହରଣ : ମୋ ପାଖରେ ଗୋଟିଏ ରୂପା ବଳା ଅଛି ତା ଚେହେରା ଉପରେ ଗୋଟିଏ ଜ୍ୟୋତି ବଳୟ ଝଲସୁଛି

ସମକକ୍ଷ : କଡ଼ା, ବଳୟ


ଅନ୍ୟ ଭାଷାରେ ଅନୁବାଦ :

मंडलाकार वस्तु।

मेरे पास एक चाँदी का छल्ला है।
उसके चेहरे पर बालों का छल्ला लटक रहा है।
कड़ा, छल्ला, वलय

ଅର୍ଥ : ହାତରେ ପିନ୍ଧୁଥିବା ଏକ ପ୍ରକାରର କଡ଼ା

ଉଦାହରଣ : ମନୋହର ସିଂହ ବଳା ପିନ୍ଧିଛନ୍ତି

ସମକକ୍ଷ : କଡ଼ା


ଅନ୍ୟ ଭାଷାରେ ଅନୁବାଦ :

हाथ में पहनने का एक प्रकार का कड़ा।

मनोहर सिंह चाकट पहने हुए है।
चाकट

ଅର୍ଥ : ହାତରେ ପିନ୍ଧୁଥିବା ଏକ ଗହଣା

ଉଦାହରଣ : ଏହି ଦୀପାବଳିରେ ମୁଁ ସୁନା କଡ଼ା କିଣିଲି

ସମକକ୍ଷ : କଡ଼ା


ଅନ୍ୟ ଭାଷାରେ ଅନୁବାଦ :

हाथ में पहनने का एक गहना।

इस दीवाली में मैंने सोने का कड़ा खरीदा।
कड़ा, चूड़ा, बाला

Jewelry worn around the wrist for decoration.

bangle, bracelet