ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବଲ୍ମୀକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବଲ୍ମୀକ   ବିଶେଷ୍ୟ

ଅର୍ଥ : ପିମ୍ପୁଡି ଭଳି ଏକ ଧଳା କୀଟ ଯେ କାଠ, କାଗଜଆଦିରେ ଲାଗି ସେ ସବୁକୁ ଖାଇଯାଏ

ଉଦାହରଣ : ଏହି ବହିର କିଛି ପୃଷ୍ଠା ଉଈ ଖାଇଯାଇଛନ୍ତି

ସମକକ୍ଷ : ଉଈ

चींटी की तरह का एक सफेद कीड़ा जो लकड़ी, कागज़ आदि में लगकर उन्हें खा जाता है।

इस पुस्तक के कुछ पन्ने दीमक चाट गए हैं।
दीमक, पुत्तिका, वम्र, वम्री, वलमीक, वल्मीकि, सफेद चींटी

Whitish soft-bodied ant-like social insect that feeds on wood.

termite, white ant

ଅର୍ଥ : ଉଇମାନଙ୍କ ରହିବାପାଇଁ ମାଟିର ବାସସ୍ଥାନ ବା ଡିହ

ଉଦାହରଣ : ଧାଡି ଧରି ଉଇମାନେ ଉଇହୁଙ୍କାରୁ ବାହାରକୁ ଆସୁଥିଲେ

ସମକକ୍ଷ : ଉଇହୁଙ୍କା, ବଲ୍ମିକୂଟ

दीमकों के रहने का मिट्टी का भीटा या ढूह।

दीमक पंक्ति में होकर बाँबी से बाहर निकल रही थीं।
बमीठा, बल्मीक, बाँबी, बाँमी, बामी, बाल्मीक, वामलूर, वाल्मीक, विमौट

A mound of earth made by ants as they dig their nest.

anthill, formicary