ଅର୍ଥ : ବିସ୍ତୃତ ଭାବେ କୁହା ବା ଲେଖା ଯାଉଥିବା ଘଟଣା
ଉଦାହରଣ :
ରାମଚରିତମାନସ ତୁଳସୀଦାସ କୃତ ଏକ ଶ୍ରେଷ୍ଠ ବର୍ଣ୍ଣନ
ସମକକ୍ଷ : ଆଖ୍ୟାନ, ଚିତ୍ରଣ, ବଖାଣ, ବୃତ୍ତାନ୍ତ, ବୟାନ
ଅନ୍ୟ ଭାଷାରେ ଅନୁବାଦ :
A graphic or vivid verbal description.
Too often the narrative was interrupted by long word pictures.