ଅର୍ଥ : ସ୍ତ୍ରୀ ଦୃଷ୍ଟିରେ ତାଙ୍କର ବିବାହିତ ପୁରୁଷ
ଉଦାହରଣ :
ଶିଲାଙ୍କ ସ୍ୱାମୀ ଚାଷକରି ପରିବାର ପୋଷଣ କରୁଛନ୍ତି
ସମକକ୍ଷ : କାନ୍ତ, ଗିରସ୍ତ, ଗେରସ୍ତ, ଘଇତା, ଘରବାଲା, ଜୀବନସାଥୀ, ନାଥ, ପତି, ପ୍ରଭୁ, ଭର୍ତ୍ତା, ମରଦ, ମର୍ବ୍ଦ, ମିଆଁ, ସ୍ୱାମୀ
ଅନ୍ୟ ଭାଷାରେ ଅନୁବାଦ :
स्त्री की दृष्टि से उसका विवाहित पुरुष।
शीला का पति किसानी करके परिवार का पालन-पोषण करता है।ଅର୍ଥ : କୌଣସି ଦେବତା ବା ବଡ଼ଲୋକ ପ୍ରସନ୍ନ ହୋଇ କିଛି ମଗାଯାଇଥିବା ଜିନିଷ ବା ସିଦ୍ଧିଆଦି ଦେବାର କ୍ରିୟା ବା ଭାବ
ଉଦାହରଣ :
ମହାତ୍ମା ତାଙ୍କୁ ପୁତ୍ରପ୍ରାପ୍ତିର ବର ଦେଲେ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହାର ବିବାହ ତୁରନ୍ତ ହେବାକୁ ଯାଉଛି ବା ହେଉଛି
ଉଦାହରଣ :
ନିଜ ପୁଅକୁ ବର ରୂପରେ ଦେଖି ମାଆ ବହୁତ ଆନନ୍ଦିତ ଥିଲେ
ଅନ୍ୟ ଭାଷାରେ ଅନୁବାଦ :