ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେ ବଣରେ ରହେ
ଉଦାହରଣ : ବଣୁଆ ଜନ୍ତୁମାନଙ୍କୁ ହତ୍ୟା କରିବା ଆଇନ୍ ଅନୁସାରେ ଅପରାଧ
ସମକକ୍ଷ : ଆଟବିକ, ଆରଣ୍ୟ, ଜଙ୍ଗଲୀ, ବଣୁଆ
ଅନ୍ୟ ଭାଷାରେ ଅନୁବାଦ :हिन्दी
वन में रहने वाला।
ଅର୍ଥ : ଜଙ୍ଗଲ ସଂବନ୍ଧୀୟ କିମ୍ବା ଜଙ୍ଗଲର
ଉଦାହରଣ : ତାକୁ ଜଙ୍ଗଲୀ ଜୀବନ ବିଷୟରେ କିଛିବି ଜଣାନାହିଁ
ସମକକ୍ଷ : ଆରଣ୍ୟକ, ଜଙ୍ଗଲୀ, ବଣୁଆ
ଅନ୍ୟ ଭାଷାରେ ଅନୁବାଦ :हिन्दी English
जंगल संबंधी या जंगल का।
Relating to or characteristic of wooded regions.
ସଂସ୍ଥାପନ କରନ୍ତୁ